ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍

ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍

ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ମାରପିଟ୍
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ସେବାୟତ ମୁହାଁମୁହିଁ ହୋଇଛନ୍ତି । ଶ୍ରୀମନ୍ଦିରରେ ୨ ସେବାୟତଙ୍କ ମଧ୍ୟରେ ମାରପିଟ ହୋଇଛନ୍ତି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଗୁରୁତର ଆହତ ହୋଇଛନ୍ତି । ସେବାୟତ ବୁଲୁ ପଣ୍ଡାଙ୍କ ଆକ୍ରମଣରେ ହରେକୃଷ୍ଣ ସୁଆର ଆହତ ହୋଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ପୁରୀ ବଡ ମେଡିକାଲରେ ଭର୍ତି କରାଯାଇଛି । ଉଭୟଙ୍କ ମଧ୍ୟରେ ଶ୍ରୀମନ୍ଦିର ଭିତରେ ବାଡାବାଡି ହେଲା ବେଲେ ଅନ୍ୟ ସେବାୟତ ମାନେ ଅଟକାଇ ଥିଲେ । ଏହି ଆକ୍ରମଣର କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।