ସବୁଠାରୁ ବେଶି ଲୋକ ଏହି ଭାଷାରେ କଥା ହୋଇଥାନ୍ତି ।

ସବୁଠାରୁ ବେଶି ଲୋକ ଏହି ଭାଷାରେ କଥା ହୋଇଥାନ୍ତି ।

ସବୁଠାରୁ ବେଶି ଲୋକ ଏହି ଭାଷାରେ କଥା ହୋଇଥାନ୍ତି ।
ଭାରତରେ ଅନେକ ଭାଷା ପ୍ରଚଳିତ । ହେଲେ ରାଷ୍ଟ୍ରଭାଷା ହିନ୍ଦୀ ସବୁଠୁ ଅଧିକ ଲୋକ ବ୍ୟବହାର କରନ୍ତି । ସଂସ୍କୃତ ଭାଷା କିନ୍ତୁ ସବୁଠୁ କମ ଲୋକ ବ୍ୟବହାର କରନ୍ତି । ୨୦୧୧ର ହିସାବ ଅନୁଯାୟୀ ଭାରତରେ ହିନ୍ଦୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ୫୨,୮୩,୪୭,୧୯୩ । ସେମିତି ସଂସ୍କୃତ ଭାଷା କହନ୍ତି ୨୪,୮୨୧ ଜଣ । ଏହି ତଥ୍ୟ ଅନୁଯାୟୀ ୯,୭୨,୩୭,୬୮୦ ଓ ତେଲୁଗୁ କହନ୍ତି ୮,୧୧,୨୭,୭୪୦ । ସେମିତି ତାମିଲ ଭାଷା ୬,୯୦,୨୬,୮୮୧ ଜଣ, ଗୁଜୁରାଟୀ ଭାଷା ୫,୫୪,୯୨,୫୫୪ ଓ ଉର୍ଦ୍ଦୁ କହନ୍ତି ୫,୦୭,୭୨,୬୩୧ ଜଣ । ଏହା ବାଦ କନ୍ନଡ ଭାଷା ୪,୩୭,୦୬,୫୧୨ ଲୋକଙ୍କ ମାତୃଭାଷା ହୋଇଥିବା ବେଳେ ଓଡ଼ିଆ ୩,୭୫,୨୧,୩୨୪ ଜଣ, ମାଲାୟାଲମ ୩,୪୮,୩୮,୮୧୯ ଜଣଙ୍କ ଓ ପଞ୍ଜାବୀ ୩,୩୧,୨୪,୭୨୬ ଜଣଙ୍କ ମାତୃଭାଷା ।