ସରକାରୀ ବାସଭବନ ଛାଡ଼ି ନଥିବା ୨୭ ପୂର୍ବତନ ସାଂସଦଙ୍କୁ ବିଜୁଳି, ପାଣି ବନ୍ଦ

ସରକାରୀ ବାସଭବନ ଛାଡ଼ି ନଥିବା ୨୭ ପୂର୍ବତନ ସାଂସଦଙ୍କୁ ବିଜୁଳି, ପାଣି ବନ୍ଦ

ସରକାରୀ ବାସଭବନ ଛାଡ଼ି ନଥିବା ୨୭ ପୂର୍ବତନ ସାଂସଦଙ୍କୁ ବିଜୁଳି, ପାଣି ବନ୍ଦ
ନୂଆଦିଲ୍ଲୀ: ସରକାରୀ ବାସଭବନ ଛାଡ଼ିନ ଥିବା ୨୭ ଜଣ ପୂର୍ବତନ ସାଂସଦଙ୍କୁ ବିଦୁ୍ୟତ, ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିବା ଲାଗି ଲୋକସଭା ଗୃହ କମିଟି ମଙ୍ଗଳବାର ନିଦେ୍ର୍ଧଶ ଦେଇଛି । ଆବଶ୍ୟକ ସ୍ଥଳେ ପୁଲିସର ସହୟତା ନେବାକୁ ମଧ୍ୟ କମିଟି ଅନୁମତି ପ୍ରଦାନ କରିଛି । ଏହି ସାଂସଦମାନେ ଯେଭଳି ସରକାରୀ ବାସଭବନ ଗୁଡ଼ିକ ଛାଡ଼ିବେ ସେଥି ନେଇ ଦିଲ୍ଲୀ ପୁଲିସର ସହାୟତା ନେବାକୁ ସାଂସଦ ସି.ଆର ପାଟିଲଙ୍କ ନେତୃତ୍ୱ ଏହି କମିଟି ନିଷ୍ପତ୍ତି ନେଇଛି । ଲୋକସଭା ଭଙ୍ଗର ୧ ମାସ ମଧ୍ୟରେ ପୂର୍ବତନ ସାଂସଦମାନେ ସରକାରୀ ଘର ଛାଡ଼ିବା ଉଚିତ ।