ସହକର୍ମୀଙ୍କୁ ଚାପୁଡ଼ା ମାରିଲେ ସିଦ୍ଧରାମୟା

ସହକର୍ମୀଙ୍କୁ ଚାପୁଡ଼ା ମାରିଲେ ସିଦ୍ଧରାମୟା

ସହକର୍ମୀଙ୍କୁ ଚାପୁଡ଼ା ମାରିଲେ ସିଦ୍ଧରାମୟା
ନୂଆଦିଲ୍ଲୀ: ସମସ୍ତେ ଛିଡ଼ା ହୋଇଥିଲେ । ହଠାତ କ’ଣ ହେଲା କେଜାଣି ଗାଲକୁ ନାଦିଦେଲେ । ଚାପୁଡ଼ା ମାରିଲେ ସିଦ୍ଧରାମୟା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ସିଦ୍ଧରାମୟା ନିଜର ଜଣେ ସହକର୍ମୀଙ୍କୁ ଚାପୁଡ଼ାମାରିବା ଭଳି ଏକ ଅଭାବନୀୟ କାଣ୍ଡ ଭିଆଇଛନ୍ତି । ମହିଶୂର ଏୟାରପୋର୍ଟ ବାହାରେ ସିଦ୍ଧରାମୟା ଏହି ଚାପୁଡ଼ା ମାରିଛନ୍ତି । ବୁଧବାର ସେ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଗିରଫ ନେଇ ଗଣମାଧ୍ୟମରେ ବିବୃତି ରଖୁଥିଲେ । ତେବେ ବିବୃତି ରଖିବା ପରେ ହଠାତ ନିଜର ଜଣେ ସହକର୍ମୀଙ୍କ ଚାପୁଡ଼ା ମାରିଥିଲେ ।