ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା
ଭୁବନେଶ୍ୱର:ସାଂସଦ ଅନୁଭବ ମହାନ୍ତିଙ୍କ ଓ ମନଜିତ ଦାସ ବିବାଦ ତେଜିଲା । ସାଂସଦ ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଲେ ମନଜିତ । ସୋସିଆଲ ମିଡିଆରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି ବୋଲି ମନଜିତ୍ କହିଛନ୍ତି । ଅପପ୍ରଚାର ଯୋଗୁଁ ମାନହାନି ଘଟିଛି ବୋଲି ଅଭିଯୋଗ କରିଛନ୍ତି । ଏତଲାରେ ଆଇଟି ଆକ୍ଟରେ ଅନୁଭବ ଦଣ୍ଡିତ କରିବାକୁ ପ୍ରାର୍ଥନା କରାଯାଇଛି । ଯେଉଁ ମେଡିଆରେ ଅପପ୍ରଚାର କରିଛନ୍ତି, ସେଥିରେ ଭୁଲ ମାଗନ୍ତୁ ବୋଲି ମନଜିତ୍ ଦାବି କରିଛନ୍ତି ।