ହ୍ୱାଟ୍ସଅପ୍ ଜାରୀ କଲା ଗାଇଡ୍ ଲାଇନ୍

ହ୍ୱାଟ୍ସଅପ୍ ଜାରୀ କଲା ଗାଇଡ୍ ଲାଇନ୍

ହ୍ୱାଟ୍ସଅପ୍ ଜାରୀ କଲା ଗାଇଡ୍ ଲାଇନ୍
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହ୍ୱାଟ୍ସଅପ୍ ଜାରୀ କରିଛି ଗାଇଡ୍ ଲାଇନ୍ । ଏକ ସଙ୍ଗେ ୫ ଜଣରୁ ଅଧିକଙ୍କ ମେସେଜ କରି ପାରିବେ ନାହିଁ । କାହାକୁ ହ୍ୱାଟ୍ସଅପ ଗ୍ରୁପରେ ବିନା ଅନୁମତିରେ ଯୋଡି ପାରିବେ ନାହିଁ । ଗ୍ରୁପରେ କାହାକୁ ଯୋଡିବାକୁ ହେଲେ ତାର ଅନୁମତି ନେବାକୁ ପଡିବ । ହ୍ୱାଟ୍ସଅପ୍ ପକ୍ଷରୁ ଏକ ଫ୍ୟାକ୍ଟ ନମ୍ବର ଜାରୀ ହୋଇଛି । ଏହି ନମ୍ବରଟି ହେଲା- ୯୬୪୩-୦୦୦୮୮୮ । ସନ୍ଦେହ ହେଲେ ଏହି ଫ୍ୟାକ୍ଟ ନମ୍ବରରେ ଯୋଗାଯୋଗ କରି ପାରିବେ ।