୨ ଛାତ୍ରଙ୍କ ମୁଣ୍ଡ ଗଡାଇଲେ ମାଓବାଦୀ

୨ ଛାତ୍ରଙ୍କ ମୁଣ୍ଡ ଗଡାଇଲେ ମାଓବାଦୀ

୨ ଛାତ୍ରଙ୍କ ମୁଣ୍ଡ ଗଡାଇଲେ ମାଓବାଦୀ
ଭୁବନେଶ୍ୱର : କରୋନା କାଳରେ ମାଓବାଦୀଙ୍କ ପୁଣି ମାତିଲେ ମାଓବାଦୀ । ହିଂସାର ପ୍ରଥା ଆପଣାଇଲେ । ଶେଷରେ ଛାତ୍ରଙ୍କୁ ମଧ୍ୟ ଛାଡିଲେ ନାହିଁ । ଜଙ୍ଗଲ ମଧ୍ୟରେ ୨ ଜଣ ଛାତ୍ରଙ୍କୁ ଏଭଳି ଭାବେ ହତ୍ୟା କରିଛନ୍ତି ଯେ ଦେଶ ସାରା ଲୋକେ ମାନେ ସମସ୍ତେ ଛି ଛି କହିବେ । ଛତିଶଗଡ ସୁକମାରେ ୨ ଛାତ୍ରଙ୍କ ମୁଣ୍ଡ ଗଡାଇଲେ ମାଓବାଦୀ । ପୋଲିସ ଇନର୍ଫମର ସନେ୍ଦହରେ ଗଳା କାଟି ହତ୍ୟା କଲେ ମାଓବାଦୀ । ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେଲେ । ମାଓବାଦୀ ହତ୍ୟା କରିଥିବା ନେଇ ସୁକମା ଏସପି ସୂଚନା ଦେଇଛନ୍ତି ।