୪ ଜିଲ୍ଲା ପରିଷଦ ପାଇଁ ହେବ ଉପନିର୍ବାଚନ

୪ ଜିଲ୍ଲା ପରିଷଦ ପାଇଁ ହେବ ଉପନିର୍ବାଚନ

୪ ଜିଲ୍ଲା ପରିଷଦ ପାଇଁ ହେବ ଉପନିର୍ବାଚନ
ଭୁବନେଶ୍ୱର : ୪ ଜିଲ୍ଲା ପରିଷଦ ଆସନରେ ଉପନିର୍ବାଚନ ହେବ । ଛତ୍ରପୁର, ଦାନଗଦି, ପଟାଙ୍ଗୀ ଓ ଦଶମନ୍ତପୁର ପାଇଁ ଉପନିର୍ବାଚନ ହେବ । ହେସିପରି ୧୭ ସରଂପଚ, ୨୧ ସମିତିସଭ୍ୟ, ୩୦୩ ୱାଡର଼୍ମେମ୍ବର ପାଇଁ ବି ଉପନିର୍ବାଚନ କରାଯିବ । ନଭେମ୍ବର ୨୭ରେ ଭୋଟ ଗ୍ରହଣ ହେବାର ଥିବାବେଳେ ୨୮ରେ ଫଳାଫଳ ଘୋଷଣା କରାଯିବ । ଏନେଇ ଆସନ୍ତା ୨୯ରେ ନୋଟିସ ଜାରି କରାଯିବ । ସେହିପରି ଅକ୍ଟୋବର ୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ ।