୭ ବର୍ଷର ଶିଶୁକୁ ବଳାକ୍ରାର

୭ ବର୍ଷର ଶିଶୁକୁ ବଳାକ୍ରାର

୭ ବର୍ଷର ଶିଶୁକୁ ବଳାକ୍ରାର
ଗୋରୁମହିଷାଣୀ: ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳିକା ଶିଶୁକୁ ବଳାକ୍ରାର ଅଭିଯୋଗ । ୭ ବର୍ଷର ନାବାଳିକା ଜଣକ ବିଲକୁ ଯାଇଥିବା ସମୟରେ ସେହି ଗ୍ରାମର ଜଣେ ନାବାଳକ ତାକୁ ଏକୁଟିଆ ପାଇ ବଳାକ୍ରାର କରିଥିଲେ । ନାବାଳିକା ଜଣକ ଘରକୁ ଫେରିବା ପରେ ବାପା ମା’ଙ୍କୁ ଘଟଣା ବିଷୟରେ କହିଥିଲା । ନାବାଳିକାଙ୍କ ବାପା ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରିବା ସହ ତୁରନ୍ତ ଉକ୍ତ ଗ୍ରାମକୁ ଯାଇ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖିଛି । ନାବାଳିକାଙ୍କୁ ସଂକଟାପନ୍ନ ଅବସ୍ଥରାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ବିପଦ ମୁକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।