ୱାସିଂ ମେସିନରେ ସ୍ନାନ କରିବ ମଣିଷ

ୱାସିଂ ମେସିନରେ ସ୍ନାନ କରିବ ମଣିଷ

ୱାସିଂ ମେସିନରେ ସ୍ନାନ କରିବ ମଣିଷ
ଅତି ସହଜରେ ମଣିଷ ଗାଧେଇବା ପାଇଁ ଜାପାନ ବାହାର କରିଛ ସ୍ନାନ ୱାସିଂ ମେସିନ୍ । ଏହି ୱାସିଂ ମେସିନ୍ର ବ୍ୟବସାୟିକ ଉପôାଦନ ସହ ବିକ୍ରି ଆରମ୍ଭ ହୋଇସାରିଛି । ହୁ୍ୟମାନ୍ ଇନ୍ ରୋଲ୍-ଲୋ ବାଥିଂ ଭାବେ ଏହା ନାମିତ ହୋଇଛି । କେତେକ ଜରାଶ୍ରମରେ ଏହା ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ପ୍ରକାଶ ପାଇଛି । ଏହି ସ୍ନାନ ଯନ୍ତ୍ରର ଉଚ୍ଚତା ଦୁଇ ମିଟର । ଶିଡି ଦ୍ୱାରା ଏହା ଭିତରକୁ ପ୍ରବେଶ ହେବ । ସୁଇଚ୍ ଟିପି ଏଥିରେ ପାଣି ଭରିବା ସହ ଆବଶ୍ୟକତା ଅନୁଯାୟୀ ତତାଯାଇପାରିବ । ସ୍ନାନ ସମୟ ରହିବ ୧୫ ମିନିଟ୍ । ଏଥିରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ଦ୍ୱାରା ଦେହ ଆପେ ଆପେ ସଫା ହେବ ଏବଂ ଶୁଖିବ । ଏହା ଶତପ୍ରତିଶତ ନିରାପଦ ବୋଲି କୁହାଯାଇଛି ।