ଆଗାମୀ ବର୍ଷରେ ମହାନଦୀରେ ଜଳପ୍ରଭାବ ଆହୁରି କମିବ : ଜଳସମ୍ପଦ ମନ୍ତ୍ରୀ

ଆଗାମୀ ବର୍ଷରେ ମହାନଦୀରେ ଜଳପ୍ରଭାବ ଆହୁରି କମିବ : ଜଳସମ୍ପଦ ମନ୍ତ୍ରୀ

ଆଗାମୀ ବର୍ଷରେ ମହାନଦୀରେ ଜଳପ୍ରଭାବ ଆହୁରି କମିବ : ଜଳସମ୍ପଦ ମନ୍ତ୍ରୀ
ଭୁବନେଶ୍ୱର: ଆଗାମୀ ବର୍ଷରେ ମହାନଦୀରେ ଜଳପ୍ରଭାବ ଆହୁରି କମିବା ନେଇ ଆଶଙ୍କା ପ୍ରକାଶ ପାଇଛି । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଜଳସମ୍ପଦ ମନ୍ତ୍ରୀ ଉତ୍ତର ରଖି ଏଭଳି ଆଶଙ୍କାବ୍ୟକ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଅଣମୌସୁମୀ କାଳରେ ଚଳିତ ବର୍ଷ ଜଳପ୍ରଭାବ କମିଛି । ଛତିଶଗଡ଼ ବ୍ୟାରେଜ କରିଥିବା କାରଣରୁ ଜଳ ପ୍ରବାହ କମୁଛି । ସେହି ସମୟରେ ଛତିଶଗଡ଼ରେ ଭରପୁର ଜଳ ରହୁଛି । ଏ ସମସ୍ତ କଥା ଟ୍ରିବୁ୍ୟନାଲରେ ବିଚାରାଧୀନ ରହିଥିବା ମନ୍ତ୍ରୀ କହିଛନ୍ତି ।