ଏଭଳି କାମ କଲେ କେବେ ହୋଇପାରିବେନି ବାପା
ଏଭଳି କାମ କଲେ କେବେ ହୋଇପାରିବେନି ବାପା
admin
Apr 22, 2021 - 11:49
Updated: Apr 22, 2021 - 11:49
ପୁରୁଷମାନେ ସବୁବେଳେ ଏମିକି କିଛି ନା କିଛି କାମ କରିଥାନ୍ତି ଯାହାଦ୍ବାରା ବିବାହ ପରେ ବାପା ହେବାର ସୁଖ ସେମାନଙ୍କୁ ମିଳିନଥାଏ । ଏହି ଭୁଲ ପାଇଁ ସ୍ପର୍ମ ସଂଖ୍ୟା କମ ତିଆରି ହେବାକୁ ଲାଗେ ଏହା ସହିତ ତାଙ୍କର ସକ୍ରିୟତା ମଧ୍ୟ ହେବାକୁ ଲାଗିଥାଏ ।
ଗବେଷଣାରୁ ଜଣାପଡ଼ିଛି ଯେ, ୫୦ ପ୍ରତିଶତ ଜୀବନସାଥୀ ବାପା ମା ହୋଇପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏମିତି କଣ କାରଣ ରହିଛି ଯେଉଁଥିପାଇଁ ପୁରୁଷମାନେ ବାପା ହେବାର ଖୁସିକୁ ହରାଇ ବସନ୍ତି ।
ଜଙ୍କ୍ ଫୁଡର ସେବନ କରନ୍ତୁ ନାହିଁ। ଏହା ହେଉଛି ଜୀବନରେ ବାପା ନ ହେବାର ସବୁଠୁ ବଡ଼ କାରଣ। ରାସାୟନିକ ତେଲ ଯେଉଁଥିରେ ଫାଷ୍ଟ ଫୁଡ୍ ତିଆରି ହେଉଛି। ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।
ଟାଇଟ୍ ଜିନ୍ସ ପିନ୍ଧିବା ଉଚିତ୍ ନୁହେଁ । ସିଗେରେଟ୍ ଓ ନିଶା ଦ୍ରବ୍ୟ ସେବନ କରିବା ଉଚିତ୍ ନୁହେଁ । ଏହାକୁ ସେବନ କରିବା ଦ୍ବାରା ହରମୋନ୍ ଲେବଲ୍ ବଢ଼ିଯାଇଥାଏ ଆଉ ସ୍ପର୍ମ ସଂଖ୍ୟା କମିଯାଇଥାଏ ।
ଅଧିକ ଟେନସନରେ ରହିବା ଭଲ ନୁହେଁ । କାରଣ ଟେନସନ୍ ଦ୍ବାରା ହର୍ମୋନ୍ର ସନ୍ତୁଳନ ବିଗିଡି ଯିବା ସହିତ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇପାରିନଥାଏ ।
ଗୋଡ ଉପରେ ଅଧିକ ସମୟ ଲାପଟପ୍ ରଖନ୍ତୁ ନାହିଁ । ସୋୟା ଉତ୍ପାଦ ମଧ୍ୟ ଅଧିକ ମାତ୍ରରେ ଖାଆନ୍ତୁ ନାହିଁ ।