ଗୁରୁବାର ଦିନ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’

ଗୁରୁବାର ଦିନ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’

ଗୁରୁବାର ଦିନ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’
ନୂଆଦିଲ୍ଲୀ:ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ବାୟୁ’ ଗୁରୁବାର ଦିନ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପୋର ବନ୍ଦର ଓ ମାହୁଭା ଉପକୂଳ ଦେଇ ଏହି ବାତ୍ୟା ଅତିକ୍ରମ କରିବ । ବାତ୍ୟା ବାୟୁ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୧୧୦ରୁ ୧୨୦ କିମି ରହିବ । ଏହାର ପ୍ରଭାବ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବର୍ଷା ଓ ପବନ ଲାଗି ରହିବ । ବାତ୍ୟାକୁ ନେଇ ଗୁଜୁରାଟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି ।