ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ପାପାରାଓ ମୃତ !

ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ପାପାରାଓ ମୃତ !

ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ପାପାରାଓ ମୃତ !
ବସ୍ତର - କୁଖ୍ୟାତ ମାଓ ନେତା ପାପରାଓ ରୋଗରେ ପଡ଼ି ମୃତୁ୍ୟବରଣ କରିଛି । ଗତ କିଛିଦିନ ହେଲା ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲା । ଛତିଶଗଡ଼ର ଦକ୍ଷିଣ ବସ୍ତର ଅଂଚଳରେ ପାପରାଓ ବେଶ ସକ୍ରି୍ରୟ ରହିଥିଲା । ଦାନ୍ତେୱାଡ଼ା ଅଂଚଳରେ ହେଉଥିବା ମାଓ ହିଂସା ଘଟଣାର ସେ ହିଁ ଥିଲା ମାଷ୍ଟରମାଇଣ୍ଡ । ଅନେକ ବାର ପୁଲିସ ତାକୁ ଧରିବାକୁ ଉଦ୍ୟମ କରିଥିଲା । ପୁଲିସ ଓ ମାଓ ଗୁଳି ବିନିମୟବେଳେ ସେ ଅନେକ ବାର ବର୍ତି ଯାଇଥିଲା । ୱାରାଙ୍ଗଲ ଅଂଚଳର ରମଣା ସହ ସେ ଅନେକ ମାଓ ହିଂସାକାଣ୍ଡ ଭିଆଇଥିଲା ।