ଯୋଗଧାରୀ ଠାରେ ବସ ଧକ୍କାରେ ଜଣେ ମୃତ

ଯୋଗଧାରୀ ଠାରେ ବସ ଧକ୍କାରେ ଜଣେ ମୃତ

ଯୋଗଧାରୀ ଠାରେ ବସ ଧକ୍କାରେ ଜଣେ ମୃତ
ଜଗତସିଂହପୁର : ଜଗତସିଂହପୁର ଜିଲା ସଦର ଥାନା ଯୋଗଧାରୀ ଠାରେ ବସ ଧକ୍କାରେ ଜଣେ ମୃତ । ମୃତକ ଜଣକ କାକଟପୁର ଥାନା ନଗର ଅଞ୍ଚଳର ଦେବ ବରାଳ । ଦେବେନ୍ଦ୍ର ସକାଳେ ଯୋଗଧାରୀ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଯାତ୍ରୀବାହୀ ବସ ତାଙ୍କୁ ଧକା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ଷତିପୂରଣ ଦେବା ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ଯୋଗଧାରୀ ଛକ ନିକଟରେ ଜଗତସିଂହପୁର-ମାଛଗାଁ ମୁଖ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ମୃତୟନ କରା ଯାଇଛି ।