ଶାନ୍ତି ପାଇଁ ନୋବେଲ ଘୋଷଣା

ଶାନ୍ତି ପାଇଁ ନୋବେଲ ଘୋଷଣା

ଶାନ୍ତି ପାଇଁ ନୋବେଲ ଘୋଷଣା
ଶାନ୍ତି ପାଇଁ ନୋବେଲ ଘୋଷଣା । ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି. ଅହମ୍ମଦ ଅଲ୍ଲୀଙ୍କୁ ମିଳିଲା ନୋବେଲ୍‌ ଶାନ୍ତି ପୁରସ୍କାର । ୨୦୧୯ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିଛି । ଏରିଟ୍ରିଆ ସହ ଶାନ୍ତି ରାଜିନାମା ପାଇଁ ପୁରସ୍କାର ମିଳିଛି । ଇଥିଓପିଆ-ଏରିଟ୍ରିଆ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ତାଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ଦିଆଯାଇଛି । ବହୁ ବର୍ଷ ଧରି ଇଥିଓପିଆ ଓ ଏରିଟ୍ରିଆ ମଧ୍ୟରେ ଲାଗି ରହିଥିଲା ସୀମା ବିବାଦ।