ଶ୍ରୀଜଗନ୍ନାଥଙ୍କର ଜମି ବିକ୍ରି ଯୋଜନା ପ୍ରସଙ୍ଗ , ଖଣ୍ଡନ କଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀଜଗନ୍ନାଥଙ୍କର ଜମି ବିକ୍ରି ଯୋଜନା ପ୍ରସଙ୍ଗ , ଖଣ୍ଡନ କଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀଜଗନ୍ନାଥଙ୍କର ଜମି ବିକ୍ରି ଯୋଜନା ପ୍ରସଙ୍ଗ , ଖଣ୍ଡନ କଲା ଶ୍ରୀମନ୍ଦିର ପ୍ରଶାସନ
ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ ହଜାର ଏକର ଜମି ବିକ୍ରି ଯୋଜନା ପ୍ରସଙ୍ଗ । ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ । ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦେ୍ଧଶ୍ୟ ପ୍ରଣୋଦିତ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଘରୋଇ ମାଲିକାନାରେ ତିବା ପ୍ରଭୁଙ୍କ ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ । ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ , କଲେଜ , ହସ୍ପିଟାଲ ଜମି ବ୍ୟବସ୍ଥା ହୋଇଛି । ୨୦୦୧ରୁ ୨୦୧୦ ମଧ୍ୟରେ ୨୯୧ ଏକର ଜମିକୁ ଏଭଳି ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ପାଇଁ ଜମି ନିଷ୍ପତି ଜଗନ୍ନାଥ ମନ୍ଦିର କମିଟି ନେଇଛି ।