ହାଇଦର ମାମଲା : କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ

ହାଇଦର ମାମଲା : କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ

ହାଇଦର ମାମଲା : କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ ହୋଇଛନ୍ତି । ସମ୍ବଲପୁର ଜେଲର ଜଣେ ୱାର୍ଡର ମଧ୍ୟ ଗିରଫ ହୋଇଛି । କଟକ ମଙ୍ଗଳାବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ହାଇଦର ଫେରାର ଦିନ ଡୁ୍ୟଟିରେ ଥିଲେ କନଷ୍ଟେବଳ ମୌସିମ । ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି ।