ମଣ୍ଣିଂୱାର୍କ ବେଳେ ଯୁବକଙ୍କୁ ଗୁଳିମାଡ

ମଣ୍ଣିଂୱାର୍କ ବେଳେ ଯୁବକଙ୍କୁ ଗୁଳିମାଡ

ମଣ୍ଣିଂୱାର୍କ ବେଳେ ଯୁବକଙ୍କୁ ଗୁଳିମାଡ
ଝାରସୁଗୁଡା: ପ୍ରାତଃଭ୍ରମଣ କରିବାବେଳେ ଯୁବକଙ୍କୁ ଗୁଳିମାଡ ହୋଇଛି । ବ୍ରଜରାଜନଗର ଓରିଏଂଟ ଥାନା ମଣ୍ଡଲିଆ ଠାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ସଞ୍ଜୟ କୁମାର ଗୁପ୍ତା। ଗୁରୁତର ସଞ୍ଜୟଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । କିଛି ଦୁର୍ବୃତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।