୮ଲକ୍ଷ ଲୋକ ହେବେ ସ୍ଥାନାନ୍ତର

୮ଲକ୍ଷ ଲୋକ ହେବେ ସ୍ଥାନାନ୍ତର

୮ଲକ୍ଷ ଲୋକ ହେବେ ସ୍ଥାନାନ୍ତର
ଭୁବନେଶ୍ୱର: ସାମୁଦ୍ରିକ ଝଡ ଫୋନିକୁ ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ । ୧୧ଟି ଜିଲ୍ଲାର ୨୫,୪୨୫ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ପାଖାପାଖି ୮ଲକ୍ଷ ଲୋକଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କରାଯିବାର ଲକ୍ଷ୍ୟ ରଖା ଯାଇଛି । ୮୭୯ଟି ବାତ୍ୟା ଆଶ୍ରୟ ସ୍ଥଳରେ ଲୋକଙ୍କୁ ରଖାଯିବାର ବ୍ୟବସ୍ଥା ହୋଇଛି । ମହିଳା, ବୃଦ୍ଧା, ଦିବ୍ୟାଙ୍ଗ, ଶିଶୁଙ୍କ ଉପରେ ବିଶେଷ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗଜପତି ଜିଲ୍ଲାରେ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ୫ଲକ୍ଷ ୯୭ ହଜାର ପଲଥିନ ଷ୍ଟ୍ରକ୍ ରଖାଯାଇଛି । ୧ଲକ୍ଷ ଖାଦ୍ୟ ପ୍ୟାକେଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ରନ୍ଧା ଖାଦ୍ୟ, ନିରାପଦ ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟସେବା