ବିଜେପି ସାଂସଦଙ୍କୁ ଜୋତା ମାଡ

ବିଜେପି ସାଂସଦଙ୍କୁ ଜୋତା ମାଡ

 ବିଜେପି ସାଂସଦଙ୍କୁ ଜୋତା  ମାଡ
ନୂଆଦିଲ୍ଲୀ: ପୁଣି ଜଣେ ରାଜନେତାଙ୍କ ଉପରକୁ ଜୋତା ଫିଙ୍ଗାଯାଇଛି । ବିଜେପି ସାଂସଦ ଜିଭିଏଲ ନରସିଂହା ରାଓଙ୍କ ଉପରକୁ ଜୋତା ଫିଙ୍ଗାଯାଇଛି । ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଭିଏଲ ନରସିଂହାଙ୍କ ଉପରକୁ ଜୋତା ଫିଙ୍ଗାଯାଇଛି । ଜୋତାମାଡ଼ର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ଜୋତାମାଡ଼ କରିଥିବା ସମ୍ପୃକ୍ତ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀମାନେ ଅଟକ ରଖିଛନ୍ତି ।