ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

 ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ସିବିଏସଇ ୱେସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ହଂସିକା ଶୁକ୍ଳା ଏବଂ କରିଶ୍ମା ଆରୋରା ଯୁଗ୍ମଭାବେ ଟପ୍ପର ହୋଇଛନ୍ତି । ମୋଟ ୫୦୦ରୁ ୪୯୯ ନମ୍ବର ରଖିଛନ୍ତି ଉଭୟ ହଂସିକା ଓ କରିଶ୍ମା ।