ପିଜି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ପିଜି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ମେ’ ୧ରୁ ୧୦ ମଧ୍ୟରେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।  ଜୁନ୍ ୨୩ରୁ ଜୁଲାଇ ୪ ତାରିଖ ପର୍ୟ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ । ହଲ ଟିକେଟ ୯ ଜୁନ୍ ଅପରାହ୍ନା ୨ଟା ପରେ ଅଫିସିଆଲ ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ ଛାତ୍ରାଛାତ୍ରୀ । ସେହିପରି ଆବେଦନ ବେଳେ ଜଦି ଆପ୍ଲିକେସନରେ ତ୍ରୁଟି ରହିଯାଇଥାଏ ତେବେ ମେ’ ୧୧ ଓ ୧୨ ତାରିଖରେ ଏଡିଟ କରିପାରିବେ ବୋଲି ବିଜ୍ଞପ୍ତିରେ କହୁଯାଇଛି।