ଚୁଇଙ୍ଗମ୍‌ ଖାଇବାର ଅଭ୍ୟାସ ଅଛି କି?

ଚୁଇଙ୍ଗମ୍‌ ଖାଇବାର ଅଭ୍ୟାସ ଅଛି କି?

ଜାଣନ୍ତି? ଚୁଇଙ୍ଗମ ଖାଇବା କେତେ ମାରାତ୍ମକ? ଏଥିରେ ସୁଗାର ଓ ଫ୍ଲେବର ଚଢାଇବା ଲାଗି ବ୍ୟବହୃତ କେମିକାଲ ଦାନ୍ତ ପୋକ ସମସ୍ୟା ସୃଷ୍ଟି କରି ଦାନ୍ତ କ୍ଷୟ କରିଥାଏ । ଓ ମାଢି ଯନ୍ତ୍ରଣାର କାରଣ ପାଲଟିବା ସହ କମ୍‌ ବୟସରେ ଦାନ୍ତ ଭାଙ୍ଗିଯାଏ । ବାରମ୍ବାର ଚୁଇଙ୍ଗମ ଖାଇଲେ ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଦାନ୍ତ,ମାଢି,ବେକ ସହ ମୁଣ୍ଡ ମାଂସପେଶୀରେ ଚାପ ସୃଷ୍ଟି ହୋଇ ମାଇଗ୍ରେନ୍‌ ସମସ୍ୟା ହୁଏ । ଏହାକୁ ଖାଇବା ଦ୍ୱାରା ପ୍ଲାଷ୍ଟିକର କଣିକା ପେଟକୁ ଯାଇ ଅନେକ ରୋଗ ସୃଷ୍ଟି କରିବା ସହ ପେଟ ବଡ ହୋଇ ହାତଗୋଡ ପତଳା ହୋଇଯାଏ ।