ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟେ ପରିବାର ।

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟେ ପରିବାର ।

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟେ ପରିବାର ।
ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟେ ପରିବାର ।

ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା ଉଦ୍ୟମ । ବନ୍ଦ ଘରୁ ବାପା ମା ପୁଅ ଙ୍କୁ ଉଦ୍ଧାର । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏସସିବିରେ ଭର୍ତି କଲା ମର୍କତ ନଗର ଥାନା ପୋଲିସ । ସ୍ୱାସ୍ଥ୍ୟବସ୍ଥା ଏବେ ବି ବେଶ ସଙ୍କଟାପନ୍ନ । କାରଣ ଅସ୍ପଷ୍ଟ । ତିନି ଜଣ ହେଲେ ବାପା ଉମା ଚରଣ ପଣ୍ଡା, ବୟସ ୮୦+ । ମା' ସରୋଜିନୀ ପଣ୍ଡା, ବୟସ ୭୫ ଏବଂ ପୁଅ ସୌମ୍ୟ ପଣ୍ଡାଙ୍କ ବୟସ ୪୪ ବର୍ଷ ବୋଲି ଜଣାପଡ଼ିଛି ।କଟକ ସିଡିଏ ଅଞ୍ଚଳରେ ଅଭାବନୀୟ ଘଟଣା ରୁଣ ଭାର ଓ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ପରିବାରର ତିନି ଜଣ ଆତ୍ମହତ୍ୟା ଉଦ୍ୟମ ଗୁରୁତର ଅବସ୍ଥାରେ ବନ୍ଦ ଘରୁ ବାପା ମା ପୁଅ ଙ୍କୁ ଉଦ୍ଧାର କରି ପୋଲିସ କଟକ ଏସସିବି ମେଡିକାଲରେ ତାଙ୍କୁ ଭର୍ତି କରିଛନ୍ତି ସ୍ୱାସ୍ଥ୍ୟବସ୍ଥା ଏବେ ବି ବେଶ ସଙ୍କଟାପନ୍ନ ରହିଥିବା ଜଣାପଡୁଛି ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।