ଆଉ ୧୦ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୬୫

ଆଉ ୧୦ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୬୫

ଆଉ ୧୦ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୬୫
ଭୁବନେଶ୍ୱର : ଆଜି ଜିଲ୍ଲାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ରାଜ୍ୟରୁ ଗଞ୍ଜାମରୁ ତିନିଜଣ, କଟକ, ବାଲେଶ୍ବର, ଭୁବନେଶ୍ବର, କଳାହାଣ୍ଡି, କୋରାପୁଟ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ହୋଇଛି। ବାଲେଶ୍ବରରୁ ୫୬ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୫୩ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି କଳାହାଣ୍ଡିରୁ ୫୫ ବର୍ଷୀୟ ପୁରୁଷ, କୋରାପୁଟରୁ ୭୦ ବର୍ଷୀୟ ପୁରୁଷ, ନୟାଗଡରୁ ୫୫ ବର୍ଷୀୟ ପୁରୁଷ, ରାୟଗଡାରୁ ୬୦ ବର୍ଷୀୟ ପୁରୁଷ ରହିଛନ୍ତି ।