ଏସସିବିରେ କାଳିଆ ଅବସ୍ଥା ସଙ୍କଟାପନ୍ନ

ଏସସିବିରେ କାଳିଆ ଅବସ୍ଥା ସଙ୍କଟାପନ୍ନ

ଏସସିବିରେ କାଳିଆ ଅବସ୍ଥା ସଙ୍କଟାପନ୍ନ
କଟକ: ଯୋଡ଼ାମୁଣ୍ଡରୁ ଅଲଗା ଶିଶୁ କାଳିଆର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । କଟକ ଏସସିବିରେ ଚିକିତ୍ସାଧୀନ କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାଯାଇଛି । କାଳିଆର ଅବସ୍ଥା ବିଗୁଡ଼ୁଥିବାରୁ ଏସସିବି ପକ୍ଷରୁ ଦିଲ୍ଲୀ ଏମସର ସହାୟତା ଲୋଡ଼ାଯାଇଛି । ଏମସରୁ ଦୁଇ ଜଣ ବିଶେଷଜ୍ଞ ଡାକ୍ତର ପଠାଇବାକୁ ଏସସିବି ପକ୍ଷରୁ ଚିଠି କରାଯାଇଛି । ଡାକ୍ତର ଦୀପକ ଗୁପ୍ତା ଓ ଡାକ୍ତର ରାକେଶ ଲୋଧାଙ୍କୁ ଏସସିବି ପଠାଇବାକୁ ଚିଠି ଲେଖାଯାଇଥିବା ଏସସିବି ମେଡିକାଲ ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତିଙ୍କ ଠାରୁ ପ୍ରକାଶ ।