କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର: ରବିବାର କଂଗ୍ରେସ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଦୁଇଟି ସ୍ଥାନରେ ପ୍ରାର୍ଥୀ ବଦଳ କରିଛି । ଧର୍ମଶାଳାରେ ସ୍ମୃତିରେଖା ପହିଙ୍କ ସ୍ଥାନରେ କିଷାନ ପଣ୍ଡା ଓ ତିର୍ତୋଲ ବିଭୁ ତରାଇଙ୍କ ସ୍ଥାନରେ ଦେବୀ ପ୍ରସାଦ ମଲ୍ଲିକ । କଂଗ୍ରେସ ବିଧାନସଭା ପ୍ରାର୍ଥୀ ୯ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ତିର୍ତୋଲ- ଦେବୀ ପ୍ରସାଦ ମଲ୍ଲିକ ଭଦ୍ରକ- ନଳିନୀକାନ୍ତ ମହାନ୍ତି ବଡଚଣା- ସୀତାକାନ୍ତ ମହାପାତ୍ର ବାଲିକୁଦା-ଏରସମା- ଲଲାଟେନ୍ଦୁ ମହାପାତ୍ର ଧର୍ମଶାଳା- କିଷାନ ପଣ୍ଡା ସାଲେପୁର- ରବିନ୍ଦ୍ରନାଥ କର ନିମାପଡା- ସତ୍ୟବ୍ରତ ପାତ୍ର ଭଣ୍ଡାରି ପୋଖରୀ- ନିରଞ୍ଜନ ପଟ୍ଟନାୟକ ମହାକାଳପଡା- ବିଭ୍ରାଂଶୁ ଶେଖର ଲେଙ୍କା