କଂଚା କ୍ଷୀରରେ ଏପରି କରନ୍ତୁ, ଚମକିବ ମୁହଁ

କଂଚା କ୍ଷୀରରେ ଏପରି କରନ୍ତୁ, ଚମକିବ ମୁହଁ

କଂଚା କ୍ଷୀରରେ ଏପରି କରନ୍ତୁ, ଚମକିବ ମୁହଁ

ଭୁବନେଶ୍ୱର: କଞ୍ଚା ଖିରରେ ବିଭନ୍ନ ପ୍ରକାରର ପୋଷକତତ୍ତ୍ୱ ରହିଥାଏ । ଅଧିକାଂଶ ଲୋକ କଞ୍ଚାଖିର ପାନ ମଧ୍ୟ କରନ୍ତି । ତେବେ ପ୍ରତିଦିନ ତ୍ୱଚାରେ ଓ କେଶରେ କଞ୍ଚାଖିର ଲଗାଇବା ବେଶ ଲାଭଦାୟକ ହୋଇଥାଏ । 

- ପ୍ରାକୃତିକ କ୍ଲିନଜର ଓ ଟୋନର ଉଭୟର କାମ କରେ କଞ୍ଚା ଖିର । ସେଥିରେ ଚିମୁଟାଏ ଲୁଣ ପକାଇ ତୁଳାରେ ନେଇ ମୁହଁ, ହାତ, ପାଦରେ ପ୍ରତିଦିନ ପୋଛନ୍ତୁ । ତ୍ୱଚାରୁ ସବୁ ଦାଗ ଦୂର ହୋଇଯିବ । 

- କଞ୍ଚାଖିରରେ ଅଧ ଚାମଚ ମହୁ ମିଶାଇ ମୁହଁରେ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ । 

- ସପ୍ତାହରେ ଥରୁଟିଏ କଞ୍ଚାଖିରରେ ୧ ଚାମଚ ଅଲିଭ ତେଲ ମିଶାଇ ମୁହଁକୁ ଭଲରେ ମାଲିସ କରନ୍ତୁ । ତ୍ୱଚାରେ ଭାଙ୍ଗ ପଡ଼ୁଥିଲେ, ତାହା ଦୂର ହୋଇଯିବ ।