କାର ଦୁର୍ଘଟଣାରେ ୫ ମୃତ

କାର ଦୁର୍ଘଟଣାରେ ୫ ମୃତ

କାର ଦୁର୍ଘଟଣାରେ ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ କାର ଦୁର୍ଘଟଣା ଗସ୍ତ ହେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ କାରରେ ଥିବା ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ହରିୟାଣାର ହୋଇଥିବା ସୂଚନା ମିଳିଛି । କାରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।