କେଉଁ ନେତାଙ୍କୁ ମିଳିଲା କେଉଁ ପାହ୍ୟା

କେଉଁ ନେତାଙ୍କୁ ମିଳିଲା କେଉଁ ପାହ୍ୟା

କେଉଁ ନେତାଙ୍କୁ ମିଳିଲା କେଉଁ ପାହ୍ୟା
ଭୁବନେଶ୍ୱର: ଶୁକ୍ରବାର ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିବାବେଳେ ଆଉ କେତକଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି । ରାଷ୍ଟ୍ରମନ୍ତ୍ରୀ ପାହ୍ୟା: ୧- ଲୋପାମୁଦ୍ରା ବକ୍ସିପାତ୍ର ୨- ସୁଧୀର ଦାସ ୩-ମୁନ୍ନା ଖାଁ ୪- ଅନୁଭବ ପଟ୍ଟନାୟକ ୫-କୃତିବାସ ପାତ୍ର ୬- ରାମଚନ୍ଦ୍ର ପଣ୍ଡା ପ୍ରମୁଖ ସଚିବ ପାହ୍ୟା: ୧- ଉକ୍ରଳ ପରିଡ଼ା ୨- ସୁଲତା ଦେଓ ୩- ଜନ୍ମେଜୟ ଲେଙ୍କା ୪- ଦେବାଶିଷ ମଲ୍ଲିକ ମୁଖ୍ୟ ସଚିବ ପାହ୍ୟା: ୧- ସୁଜିତ କୁମାର