କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
କେନ୍ଦ୍ରାପଡା : କେନ୍ଦ୍ରାପଡାରେ ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରାପଡା ପାଇଁ ଏକ ପ୍ୟାକେଜ ଘୋଷଣା କରିଛନ୍ତି । କେନ୍ଦ୍ରାପଡରେ ବିଜୁଳି ଓ ପାନୀୟ ଜଳ ପୂର୍ବରୁ ଯୋଗାଣ ହୋଇ ସାରିଛି । ବାତ୍ୟା ସମ୍ବେଦନଶୀଳ ଅଂଚଳରେ ଆହୁରି ୩୦ ଟି ବାତ୍ୟାସ୍ଥଳ ନିର୍ମାଣ କରାଯିବ । ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଖର୍ଚ୍ଚ ହେବ । କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଗୁଡିକ ମରାମତି କରାଯିବା ପାଇଁ ୨ଲକ୍ଷ ଟଙ୍କା ମିଳିବ । ମହିଳା ଏସଏଚଜି, ଚାଷୀ, ମତ୍ସଜୀବୀଙ୍କୁ ସହାୟତା ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ତୁରନ୍ତ ସହାୟତା ପ୍ୟାକେଜ ଦେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ରମନ୍ତ୍ରୀ ।