ଚନ୍ଦ୍ର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚନ୍ଦ୍ର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚନ୍ଦ୍ର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ପାଇକମାଳ:- ସଂପ୍ରତି ପାଇକମାଳ ବ୍ଲକ ଅଧିନସ୍ଥ ବାଦିକଟା ପଂଚାୟତ ଅନ୍ତର୍ଗତ ସାପଲହର ଗ୍ରାମର ଖେଳପଡିଆ ରେ ଦିର୍ଘ ୨ ଦିନ ଧରି ମାଁ ବନମୁଣ୍ଡିଏନ୍ ସ୍ପୋଟିଙ୍ଗ୍ ର ଆନୁକୂଲ୍ୟ ରେ ଚାଲିଥିବା ଚନ୍ଦ୍ର ମେମୋରିଆଲ୍ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛିା ସମୁଦାୟ ୧୮ ଟିଦଳ କୁ ନେଇ ପର୍ଯାୟକ୍ରମେ ଦୁଇଦିନ ଧରି ଭଲିବଲ ଟୁର୍ଣ୍ଣାମେଣ୍ଟ କୁ ଅଂଚଳ ର ଅଗଣିତ ଜନତା ଉପଭୋଗ କରିପାରିଥିଲୋ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ଖିତି ସାହୁ,ବି.ଜେ.ଡି ଦଳ ବାଦିକଟା ପଂଚାୟତ ର ସଭାପତି ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ସର୍ବଶ୍ରୀ:- ହରେକୃଷ୍ଣ ସାହୁ,ଅରୁଣ ପ୍ରଧାନ,ଅନନ୍ତ ସାହୁ,ନାରାୟଣ ପ୍ରଧାନ ଯୋଗଦେଇ ଖେଲାଳୀ ତଥା ଦର୍ଶକ ମାନଙ୍କ ମନରେ ଉତ୍ସାହିତ ବାତାବରଣ ସୃଷ୍ଟି କରିଥିଲୋ ଫାଇନାଲ ମ୍ୟାଚ ଟି ନୁଆପଡା ଜିଲ୍ଲାର ଦର୍ଲିମୁଣ୍ଡା ସହ ବରଗଡ ଜିଲ୍ଲାର ବିରଜାମ ମଧ୍ୟରେ ଖୁବ ସଂଘର୍ଷମୟ ମ୍ୟାଚ ହୋଇ ୨-୦ ସେଟ ରେ ବିରଜାମ ଉଇନର୍ ସିଲ୍ ହାସଲକରିପାରିଥିବାବେଳେ,ରନର୍ ସିଲ ଦର୍ଲିମୁଣ୍ଡା ପ୍ରାପ୍ତ କରିବାରେ ସକ୍ଷମ ହୋଇପାରିଥିଲାା ବିଜୟୀ ଦଳ ଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ସିଲ ପ୍ରଦାନ କରିଥିଲେ ାଉପବିଜେତା ଦଳ କୁ ଯୁବସଂଗଠକ ଶ୍ରୀଯୁକ୍ତ ପ୍ରିୟବ୍ରତ ମେହେର ଚେଲେଂଜ ସିଲ୍ ପ୍ରଦାନ କରିଥିଲେ ା ଶେଷ ରେ ଶ୍ରୀଯୁକ୍ତ ହାରାଧନ ପ୍ରଧାନ ଓ ଋକ୍ମଣ ସରାପ ସମସ୍ତ ଖେଲାଳୀଦଳ ତଥା ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇବା ସଂଗେସଂଗେ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ ା