ଛାତ୍ରୀଙ୍କୁ ଆକ୍ରମଣ

ଛାତ୍ରୀଙ୍କୁ ଆକ୍ରମଣ

ଛାତ୍ରୀଙ୍କୁ ଆକ୍ରମଣ
ଆନନ୍ଦପୁର ସିଟି ସ୍କୁଲରେ ଘଟି ଯାଇଛି ଏକ ଅଭାବନୀୟ କାଣ୍ଡ । ସ୍କୁଲ ପରିସରରେ ଏକ ଛାତ୍ରୀଙ୍କୁ ଛୁରିରେ ଆକ୍ରମଣ ହୋଇଛି । ସେହି ସ୍କୁଲର ଜଣେ ଛାତ୍ର ଆକ୍ରମଣ କରିଥବା ଜଣାପଡିଛି । ଆକ୍ରମଣରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହେବା ଯୋଗୁ ତାଙ୍କୁ ଆନନ୍ଦପୁର ହସ୍ପିଟାଲକୁ ନିଆ ଯାଇଛି । ଆକ୍ରମଣ କରିଥିବା ଛାତ୍ରକୁ ସ୍କୁଲରେ ଅଟକ ରଖା ଯାଇଛି ।