ଜୀଅନ୍ତା ଜଳିଗଲେ ଯୁବତୀ

ଜୀଅନ୍ତା ଜଳିଗଲେ ଯୁବତୀ

ଜୀଅନ୍ତା ଜଳିଗଲେ ଯୁବତୀ
ଧର୍ମଗଡ: ନିଆଁରେ ପୋଡି ହୋଇ ଯୁବତୀ ଜୀବନ୍ତ ଜଳିଗଲେ । କୋକସରା ଥାନା ଖପ୍ରାମାଲ ଗାଁରେ ଅଗ୍ନିକାଣ୍ଡ ଘଟିଥିଲା । ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଘଟିବା ଫଳରେ ଘର ସଂପୂର୍ଣ୍ଣ ଜଳିଗଲା । ଗ୍ୟାସ ଲିକରୁ ଘରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତ ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡ ଘଟିଥିବା ଘଟଣାସ୍ଥଳରେ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛି । ଦଳକଳ ବାହିନୀ ନିଆଁକୁ ଆୟତ କରିବା ପରେ ପୋଲିସ ତଦନ୍ତ କରିଛି ।