ଜେଟର ଅଡିଟ କରିବ ଆୟକର ବିଭାଗ

ଜେଟର ଅଡିଟ କରିବ ଆୟକର ବିଭାଗ

ଜେଟର ଅଡିଟ କରିବ ଆୟକର ବିଭାଗ
ନୂଆଦିଲ୍ଲୀ: ଜେଟ ଏୟାରୱେଜ ପାଇଁ ବିଭିନ୍ନ ପ୍ରକାର ଅଡୁଆ ବଢିବାରେ ଲାଗିଛି । ଆର୍ଥିକ ସ୍ଥିତି ଖରାପ ହେବା ପରେ ବନ୍ଦ ହୋଇଯାଇଥିବା ଏହି ଏୟାରଲାଇନ୍ସର ସ୍ୱତନ୍ତ୍ର ଅଡିଟ ଆୟକର ବିଭାଗ କରିବ । ଏଥିପାଇଁ ବିଭାଗ ପକ୍ଷରୁ ଜଣେ ସ୍ୱାଧୀନ ଅଡିଟରଙ୍କୁ ନିଯୁକ୍ତି ଦିଆଯିବ । ଜେଟ ଏୟାରୱେଜ ଏହାର ଦୁବାଇଭିତିକ ସଂସ୍ଥାକୁ ଯେଉଁ କମିସନ ପ୍ରଦାନ କରିଛି । ଏଥିପାଇଁ ଏହି ସ୍ୱତନ୍ତ୍ର ଅଡିଟ ହେବ ବୋଲି ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।