ଟିକଟକରେ ଶ୍ରୀମନ୍ଦିର ଭିତର ଭିଡିଓ !

ଟିକଟକରେ ଶ୍ରୀମନ୍ଦିର ଭିତର ଭିଡିଓ !

ଟିକଟକରେ ଶ୍ରୀମନ୍ଦିର ଭିତର ଭିଡିଓ !
ପୁରୀ: ପୁଣି ଥରରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ହୋଇଛି । ଟିକଟକ୍ ଭିଡିଓ ମାଧ୍ୟମରେ ଶ୍ରୀମନ୍ଦିର ଭିତର ଭାଇରାଲ । ଜଣେ ଯୁବତୀ ନିଜ ଟିକଟକ୍ ଆକାଉଂଟରେ ଭିଡିଓ କରି ପକାଇଛନ୍ତି । ଭୋଗ ପାଇଁ ଅବଢା ବୁହାଯିବା ବେଳେ ଭିଡିଓରେ କଏଦ୍ ହୋଇଛି । ଭାଇରାଲ ନେଇ ଏଯାଏ କୌଣସି ଏତଲା ହୋଇନଥିବା ସୂଚନା ମିଳିଛି ।