ଟ୍ରଲର ମାଲିକଙ୍କୁ ଗୁଳିକରି ହତ୍ୟା

ଟ୍ରଲର ମାଲିକଙ୍କୁ ଗୁଳିକରି ହତ୍ୟା

ଟ୍ରଲର ମାଲିକଙ୍କୁ ଗୁଳିକରି ହତ୍ୟା
ବାଲେଶ୍ୱର: ଦୁର୍ବୃତଙ୍କ ଗୁଳିମାଡରେ ଟ୍ରଲର ମାଲିକ ମୃତୁ୍ୟ ଘଟିଛି । ମେରାଇନ ଥାନା ଚାନ୍ଦିପୁର ବଳରାମଗଡିରେ ଗୁଳିମାଡ କରାଯାଇଛି । ଟ୍ରଲର ମାଲିକଙ୍କୁ ୪ରୁ ୫ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ । ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ମୃତୁ୍ୟ ଘଟିଛି । ମେଡିକାଲ ଫାଣ୍ଡି ଆଗରେ ମୃତଦେହ ରଖି ପରିବାରର ଲୋକମାନେ ଧାରଣାରେ ବସିଛନ୍ତି । ପରିବାରର ଲୋକ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ।