ଦିନ ୧୨ ଯାଏଁ ଗୃହ ମୁଲତବି

ଦିନ ୧୨ ଯାଏଁ ଗୃହ ମୁଲତବି

ଦିନ ୧୨ ଯାଏଁ ଗୃହ ମୁଲତବି
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହ ଅଚଳ। ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖା ଦେଇଥିଲା। ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ହୋଇଥିଲା। ଗୃହକୁ ଦିନ ୧୨ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।