ଦେଶର ୮୨ ଜିଲ୍ଲା ‘ଲକ ଡାଉନ’
ଦେଶର ୮୨ ଜିଲ୍ଲା ‘ଲକ ଡାଉନ’
admin
Mar 23, 2020 - 10:53
Updated: Mar 23, 2020 - 10:53
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ୮୦ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।
ରାଜସ୍ଥାନ: ବିଲୱାରା, ଝୁନଝୁନ, ସିକାର ଓ ଜୟପୁର
ତାମିଲନାଡ଼ୁ: କୋଥାଗୁଡ଼ମ, ହାଇଦ୍ରାବାଦ, ମେଡାଚି, ରାଙ୍ଗାରେଡ୍ଡି, ସାଙ୍ଗାରେଡ୍ଡି
ଉତ୍ତରପ୍ରଦେଶ-ଆଗ୍ରା, ଜିବି ନଗର, ଗାଜିଆବାଦ, ବାରାଣସୀ, ଲକ୍ଷ୍ମୀପୁର ଓ ଲକ୍ଷ୍ନୌ
ଉତ୍ତରାଖଣ୍ଡ: ଡେରାଡୁନ
ପଶ୍ଚିମବଙ୍ଗ: କୋଲକାତା, ଉତ୍ତର ୨୪ ପ୍ରଗଣା
କର୍ଣ୍ଣାଟକ: ବାଙ୍ଗାଲୋର, ଚିକ୍କାବାକ୍ତାପୁରା, ମହୀଶୂର, କୋଡ଼ାଗୁ ଓ କୁଲବର୍ଗୀ, କେରଳ, ଆଲାପୁଝା, ଏର୍ଣ୍ଣାକୁଲମ, ଉଡ୍ଡୁକି, କନ୍ନୁର, କସରଗଡ଼, କାଟ୍ଟାୟମ, ମାଲ୍ଲାପୁରମ, ପଥମଥିଟ୍ଟା, ତିରୁଅନନ୍ତପୁରମ, ତି୍ରଶୁର
ମଧ୍ୟପ୍ରଦେଶ: ଜବଲପୁର
ମହାରାଷ୍ଟ୍ର: ଅହମଦନଗର, ଔରଙ୍ଗାବାଦ, ମୁମ୍ବାଇ, ନାଗପୁର, ମୁମ୍ବାଇ ଉପକଣ୍ଠ, ପୁଣେ, ରତ୍ନଗିରି, ରାଇଗଡ଼, ଥାଣେ, ୟାବତମାଳା
ଓଡ଼ିଶା: ଖୋର୍ଦ୍ଧା
ପଞ୍ଜାବ: ହୋସିଆରପୁର, ଏସଏଏସ ନଗର ଓ ଏସବିଏସ ନଗର
ଆନ୍ଧ୍ରପ୍ରଦେଶ: ପ୍ରକାଶମ, ବିଜୟୱାଡ଼ା, ଭାଇଜାକ
ଚଣ୍ଡିଗଡ଼: ଚଣ୍ଡିଗଡ଼
ଛତିଶଗଡ଼: ରାୟପୁର
ଦିଲ୍ଲୀ: ସେଣ୍ଟ୍ରାଲ, ଇଷ୍ଟ ଦିଲ୍ଲୀ, ନର୍ଥ ଦିଲ୍ଲୀ, ନର୍ଥ-ୱେଷ୍ଟ ଦିଲ୍ଲୀ, ନର୍ଥ-ଇଷ୍ଟ ଦିଲ୍ଲୀ, ସାଉଥ ଦିଲ୍ଲୀ ଓ ୱେଷ୍ଟ ଦିଲ୍ଲୀ
ଗୁଜରାଟ: କଚ୍ଛ, ରାଜକୋଟ, ଗାନ୍ଧିନଗର, ବରୋଦା, ସୁରତ, ଅହମଦାବାଦ, ହରିୟାଣା, ଫରିଦାବାଦ, ସୋନେପଡ଼, ପଞ୍ଚକୁଳା, ପାନିପଥ, ଗୁରୁଗ୍ରାମ, ହିମାଚଳ ପ୍ରଦେଶ କାଙ୍ଗ୍ରା
ଜାମ୍ମୁ-କାଶ୍ମୀର: ଶ୍ରୀନଗର, ଜାମ୍ମୁ