ନବୀନ ଭୟରେ ନାଟକ କରୁଛନ୍ତି: ଗୋଲକ ମହାପାତ୍ର

ନବୀନ ଭୟରେ ନାଟକ କରୁଛନ୍ତି: ଗୋଲକ ମହାପାତ୍ର

ନବୀନ ଭୟରେ ନାଟକ କରୁଛନ୍ତି: ଗୋଲକ ମହାପାତ୍ର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ନବୀନ ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଗୋଲକ ପ୍ରତିକ୍ରିୟା ରଖିଛନ୍ତି। ସର୍ବାଧିକ ଦାଦନ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ରହିଛନ୍ତି । ହାତ ହଲାଇଲେ ଏଣିକି ତାଙ୍କୁ ଭୋଟ୍ ମିଳିବ ନାହିଁ । ନବୀନଙ୍କୁ ଭୟ ଗ୍ରାସ କରିଛି । ତେଣୁ ସେ ନୂଆ ନାଟକ କରୁଛନ୍ତି । ତେବେ ବିଜୟ ମହାପାତ୍ର ଦଳକୁ ଫେରିବା ପ୍ରସଙ୍ଗରେ ତାଙ୍କ ଇସ୍ତଫା ଗୃହୀତ ହୋଇନଥିବା କହିବା ସହ ଦିଲ୍ଲୀପ ରାୟଙ୍କ ବାବଦରେ କେନ୍ଦ୍ରୀୟ କମିଟି ନିଷ୍ପତି ନେବ ବୋଲି ଗୋଲକ କହିଛନ୍ତି ।