ପରିବର୍ତନ ହେବ ରାଜ୍ୟ କଂଗ୍ରେସ: ଜିତେନ୍ଦ୍ର

ପରିବର୍ତନ ହେବ ରାଜ୍ୟ କଂଗ୍ରେସ: ଜିତେନ୍ଦ୍ର

ପରିବର୍ତନ ହେବ ରାଜ୍ୟ କଂଗ୍ରେସ: ଜିତେନ୍ଦ୍ର
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ତେବେ ପରାଜୟର କାରଣ ତଥା ସମୀକ୍ଷା ପାଇଁ ଆଜି କଂଗ୍ରେସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ବିପର୍ଯ୍ୟୟ ସମୀକ୍ଷା ପରେ ପ୍ରଭାରୀ ଜିତେନ୍ଦ୍ର ସିଂ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟ କଂଗ୍ରେସରେ ଆମୂଳଚୁଳ ପରିବର୍ତନ ହେବ । ଦଳ ବିରୋଧୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାହୁଲଙ୍କୁ ସଭାପତି ରଖିବାକୁ ରିଜୋଲ୍ୟୁସନ ପାସ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ ।