ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି

ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି

ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି
ମିଲାନ : ବ୍ରାଜିଲର ମହାନ୍ ଫୁଟବଲ୍ ଖେଳାଳି ପେଲେ ନିଜ ଶେଷ ମ୍ୟାଚରେ ପିନ୍ଧିଥିବା ଜର୍ସି ଇଟାଲୀରେ ଆୟୋଜିତ ଏକ ନିଲାମରେ ୩୦ ହଜାର ୟୁରୋ (ଭାରତୀୟ ମୁଦ୍ରାରେ ପାଖା ପାଖି ୨୪ ଲକ୍ଷ ଟଙ୍କା)ରେ ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି ହୋଇଛି । ଏହି ଜର୍ସିକୁ ପେଲେ ବ୍ରାଜିଲ ତରଫରୁ ଜୁଲାଇ ୧୯୭୧ ରେ ୟୁଗୋସ୍ଲୋଭିଆ ବିପକ୍ଷ ମ୍ୟାଚରେ ପିନ୍ଧିଥିଲେ । ବ୍ରାଜିଲ ତରଫରୁ ପେଲେଙ୍କର ଏହା ଥିଲା ଶେଷ ମ୍ୟାଚ୍ । ୭୯ ବର୍ଷୀୟ ପେଲେ ବ୍ରାଜିଲ ତରଫରୁ ୯୨ଟି ମ୍ୟାଚ ଖେଳି ୭୬ଟି ଗୋଲ ସ୍କୋର କରିଥିଲେ । ଗୁରୁବାର ତୁରିନରେ ଏକ ନିଲାମରେ ଏହି ଜର୍ସି ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି ହୋଇଥିଲା । ସେହିପରି ଇଟାଲୀର ସାଇକେଲ ଚାଳକ ଫାଉଷ୍ଟୋ କୋପି ୧୯୫୨ ଟୁର ଡି ଫ୍ରାନ୍ସ ପ୍ରତିଯୋଗିତା ଜିତିଥିବା ବେଳେ ଯେଉଁ ଜର୍ସି ପିନ୍ଧିଥିଲେ ତାହା ୨୫ ହଜାର ୟୁରୋରେ ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି ହୋଇଥିଲା । ୧୯୭୧ ରେ ୟୁରୋ କପ ସମୟରେ ଇଟାଲୀର ରକ୍ଷଣ ଭାଗ ଖେଳାଳି ସ୍ୱିନୋଶୀ ପିନ୍ଧିଥିବା ଜର୍ସି ୯୪୦୦ ୟୁରୋରେ ନିଲାମ ହୋଇଥିବା ବେଳେ ଆର୍ଜେଣ୍ଟିନାରେ ମହାନ ଫୁଟବଲ ଖେଳାଳି ଡିଏରୋ ମାରାଡୋନା ୧୯୮୯-୯୦ ସିଜିନରେ ନେପୋଲିସ ଦଳ ତରଫରୁ ଖେଳି ଥିବା ବେଳେ ପିନ୍ଧିଥିବା ଜର୍ସି ୭୫୦୦ ୟୁରୋରେ ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି ହୋଇଥିଲା । ଆମେରିକାର ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋହାନଙ୍କର ଏକ ବେସବଲ୍ ବ୍ୟାଟ୍ ୪୨୫ ୟୁରୋରେ ପେଲେଙ୍କ ଜର୍ସି ୩୦ ହଜାର ୟୁରୋରେ ବିକ୍ରି ହୋଇଥିଲା ।