ପ୍ଲାଜମା ଥେରାପି ପାଇଁ ରକ୍ତ ଦାନ କଲେ ଏହି ଅଭିନେତ୍ରୀ

ପ୍ଲାଜମା ଥେରାପି ପାଇଁ ରକ୍ତ ଦାନ କଲେ ଏହି ଅଭିନେତ୍ରୀ

ପ୍ଲାଜମା ଥେରାପି ପାଇଁ ରକ୍ତ ଦାନ କଲେ ଏହି ଅଭିନେତ୍ରୀ
କରୋନା ଭାଇରସ୍ ଭଳି ମହାମାରୀଠୁ ବର୍ତ୍ତିବା ପାଇଁ ଭାରତ ସରକାରଙ୍କ ଦ୍ବାରା ସବୁ ପ୍ରକାର ଉଦ୍ୟମ କରାଯାଉଛି। ସରକାରୀ କର୍ମଚାରୀଙ୍କ ସହ ଦେଶର ବଡ଼ ବଡ଼ ହସ୍ତୀମାନେ ମଧ୍ୟ ଏଥିରେ ଯୋଗଦାନ କରୁଛନ୍ତି। ଏବେ ଦେଶରେ କରୋନା ସହ ଲଢ଼ିବା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରାଯାଉଛି। କରୋନା ଭାଇରସକୁ ମାତ୍ ଦେଇଥିବା ଜୋୟା ମୋରାନି ଡାକ୍ତରଙ୍କୁ ଏହି ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ଜୋୟା କୋଭିଡ-୧୯ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଦାନ କରିଛନ୍ତି।