ବାଚସ୍ପତିଙ୍କ ଉଗାଣ୍ଡା ଗସ୍ତ

ବାଚସ୍ପତିଙ୍କ ଉଗାଣ୍ଡା ଗସ୍ତ

ବାଚସ୍ପତିଙ୍କ ଉଗାଣ୍ଡା ଗସ୍ତ
ଭୁବନେଶ୍ୱର:୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଓଡିଶା ବିଧାନସଭାର ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଆଜି ଉଗାଣ୍ଡା ରାଜଧାନୀ କାମ୍ପାଲା ଅଭିମୁଖେ ଯାତ୍ରା କରିଛନ୍ତି । ଡ. ପାତ୍ର ସେଠାରେ ଆସନ୍ତା ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ରହିବେ । ପରେ ସେ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ, ଚେକୋସ୍ଲୋଭିଆ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୭ରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ । ତାଙ୍କ ସହ ବିଧାନସଭା ସଚିବ ଦାଶରଥୀ ଶତପଥୀ ମଧ୍ୟ ଗସ୍ତରେ ଯାଇଛନ୍ତି ।