ବିଦୁ୍ୟତ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ

ବିଦୁ୍ୟତ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ

ବିଦୁ୍ୟତ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ
ବଲାଙ୍ଗୀର: ବିଦୁ୍ୟତ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଦେଓଗାଁ ବ୍ଲକ ଜରାସିଙ୍ଗା ଗ୍ରାମରେ ଶୁକ୍ରବାର ଏହି ଅଘଟଣ ଘଟିଛି । କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ପ୍ରକାଶ ଯେ, ଜରାସିଙ୍ଗା ଗ୍ରାମରେ ଶୁକ୍ରବାର ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଚାଲିଥିଲା । ଏଥିରେ ବହୁ ଶ୍ରମିକ ନିୟୋଜିତ ଥିଲେ । ତେବେ ହଠାତ ବିଦୁ୍ୟତ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଥିଲା । ମୃତକମାନଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ଜଣାଯାଇଛି ।