ବ୍ରହ୍ମପୁରରୁ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁରରୁ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁରରୁ ଘରୋଇ ବସ୍ ଚଳାଚଳ ବନ୍ଦ
ବ୍ରହ୍ମପୁର:ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ବ୍ରହ୍ମପୁରରୁ ଅନ୍ୟ କୌଣସି ସ୍ଥାନକୁ ଯାଉନି ଘରୋଇ ବସ୍ । ଜିଲ୍ଲା ପ୍ରଶାସନ ଓ ଘରୋଇ ବସ୍ ମାଲିକ ସଂଘ ଆଲୋଚନା ବିଫଳରୁ ବସ୍ ବନ୍ଦ ରହିଛି । ମରାମତି, ନବୀକରଣ ପାଇଁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସାମୟିକ ବନ୍ଦ ନିଷ୍ପତି ହୋଇଛି । ମରାମତି ଶେଷ ପର୍ଯ୍ୟନ୍ତ ହଳଦିଆପଦରରୁ ବସ୍ ଚଳାଚଳ ଲାଗି ପ୍ରସ୍ତାବ ଦିଆଯାଇଛି । ହଳଦିଆପରରୁ ବସ୍ ଚଳାଚଳକୁ ବସ୍ ମାଲିକ ସଂଘର ବିରୋଧରୁ ବିବାଦ ଘଟିଛି ।