ଘସିପୁରା ହିଂସା ଘଟଣାରେ ୮ ଗିରଫ

ଘସିପୁରା ହିଂସା ଘଟଣାରେ ୮ ଗିରଫ

ଘସିପୁରା ହିଂସା ଘଟଣାରେ ୮ ଗିରଫ
ଭୁବନେଶ୍ୱର: ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ୮ଜଣ ଗିରଫ ହୋଇଛନ୍ତି । ଉଭୟ ପକ୍ଷର ଅଭିଯୋଗ କ୍ରମେ ୮ଜଣଙ୍କୁ ଗିରଫ କଲା ଆନନ୍ଦପୁର ପୋଲିସ । କାଲି କଂଗ୍ରେସର ପିସିସି ସଭାପତି ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ହୋଇଥିଲା ।