ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଲା।

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଲା।

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଲା।
ଗୋଟିଏ ପଟେ ମହାମାରୀ କରୋନା ଭୂତାଣୁ ସହ ଭାରତର ଲଢ଼େଇ ଜାରିଥିବା ବେଳେ ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଗୁଜରାଟରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ ବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଇଛି। ଏଯାଏଁ ଭାରତରେ ମୋଟ ୩୨୪ ଜଣଙ୍କ ଏହି ଜୀବନନାଶକ ଭୂତାଣୁ ସହିତ ଲଢେଇ କରୁଛନ୍ତି ।