ଭିଜିଲାନ୍ସ ଜାଲରେ ତହସିଲଦାର

ଭିଜିଲାନ୍ସ ଜାଲରେ ତହସିଲଦାର

ଭିଜିଲାନ୍ସ ଜାଲରେ ତହସିଲଦାର
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ତହସିଲଦାର । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁଙ୍କୁ ଗିରଫ କରିଛି । ପ୍ରକାଶ ଯେ, ଏକ ଜମି ମୁ୍ୟଟେସନ ପାଇଁ ଶ୍ରୀ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ପୂର୍ବରୁ ଜଗି ରହିଥିବା କଳାହାଣ୍ଡି ଭିଜାଲନ୍ସ ଟିମ କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟରେ ଚଢଉ କରି ଶ୍ରୀ ସାହୁଙ୍କୁ ଗିରଫ କରିଛି ।